ଓଡ଼ିଶା

୧୧୨ ଡାଏଲ୍ କଲେ ଗୋଟିଏ ମିନିଟରେ ସ୍ପଟରେ ପହଞ୍ଚିବ ଓଡ଼ିଶା ଫାୟାର ସର୍ଭିସ

ଭୁବନେଶ୍ୱର : ଗୋଟିଏ ମିନିଟରେ ଏମର୍ଜେନ୍ସି ସ୍ପଟରେ ପହଚିବ ଓଡ଼ିଶା ଫାୟାର ସର୍ଭିସ ।  ରାଜ୍ୟରେ ୩୪୬ଟି ଫାୟାର ଷ୍ଟେସନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ।  ଡାଏଲ୍ ୧୧୨ ଏମର୍ଜେନ୍ସି କଲରେ ତୁରନ୍ତ ପହଂଚି ଉଦ୍ଧାର କରିବାକୁ ଗୁରୁତ୍ବ ଦିଆଯାଇଛି । ଗୋଲ୍ଡେନ ଆଓ୍ବାର ଭିତରେ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ପାଇଁ ଗୁରୁତ୍ବ ଦିଆଯାଇଛି ।  ଉଦ୍ଧାର ଲୋକକୁ ଡାକ୍ତରଖାନାକୁ ମୃତ ଆକାରରେ ନୁହେଁ ଜୀବିତ ଅବସ୍ଥାରେ ପହଂଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟଣା ଭିଡ଼ା ରେସ୍କ୍ୟୁ ନୁହେଁ ଗ୍ଲୋବାଲ ଷ୍ଟାଣ୍ଡାର୍ଡକରିବା ପାଇଁ ଦୁର୍ଘଟଣା ରେସ୍କ୍ୟୁ ସମ୍ଭବପାଇ ଓଡ଼ିଶା ଅଗ୍ନିଶମର ପ୍ରୟାସ ।   ଫାୟର ଡିଜି ସୁଧାଂଶୁ ଷଡଙ୍ଗୀ ଏ ନେଇ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL