ଜାତୀୟ

୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌

  • ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ
  • ଲଗାତାର ୯ମ ଥର ପାଇଁ ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ ଅର୍ଥମନ୍ତ୍ରୀ
  • ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି
  • ଚଳିତ ବଜେଟ୍ ଯୁବ ଶକ୍ତି ବଜେଟ୍ ହେବାକୁ ଯାଉଛି, କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍
  • ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍ ସବ୍‌କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି
  • ବିରଳ ମୂର୍ତ୍ତିକା କରିଡର ନେଇ ବଜେଟ୍‌ରେ ଘୋଷଣା – କେରଳ , ଓଡିଶା ଦେଇ ହେବ ବିରଳ ମୂର୍ତ୍ତିକା କରିଡର
  • ଓଡିଶା ସମେତ ୫ ରାଜ୍ୟରେ ହେବ ଖଣିଜ କରିଡର
  • ଓଡିଶା , କେରଳ , ତାମିଲନାଡୁ, ଛତିଶଗଡ ଏବଂ ଝାଡଖଣ୍ଡ
  • ଭାରତକୁ ବାୟୋଫାର୍ମା ହବ୍‌ କରିବାକୁ ବଡ ଘୋଷଣା, ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ, ୫ ବର୍ଷରେ ବ୍ୟୟ କରିବା ନେଇ ଘୋଷଣା
  • ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ
  • ବାରଣାସୀ-ସିଲିଗୁଡି , ଦିଲ୍ଲୀ -ବାରଣାସୀ , ମୁମ୍ବାଇ-ପୁନେ, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲଓ୍ବେ କରିଡର ହେବ
  • ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ – ଅର୍ଥମନ୍ତ୍ରୀ
  • ସେମିକଣ୍ଡକ୍ଟର ୨.୦ ନେଇ ବଜେଟ୍‌ ରେ ଘୋଷଣା – ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ଵ , କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ
  • ତ୍ରିମୁଖୀ ପଦ୍ଧତି ମାଧ୍ୟମରେ ଚାମ୍ପିଅନ୍ MSME ସୃଷ୍ଟି କରିବା
  • ୧୦,୦୦୦ କୋଟି SME ଅଭିବୃଦ୍ଧି ପାଣ୍ଠି ମାଧ୍ୟମରେ ଇକ୍ୱିଟି ସହାୟତା, ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ୨,୦୦୦ କୋଟି ଟପ୍-ଅପ୍, TREDS ପ୍ଲାଟଫର୍ମ ମାଧ୍ୟମରେ ତରଳତା ସହାୟତା

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL