ଓଡ଼ିଶା

୧୦୦କିମି ସାଇକେଲ ଯାତ୍ରା କରି ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ

ନରସିଂହପୁର: ସାଇକେଲରେ ଯାଇ ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ। ଆଠଗଡ଼ ଉପଜିଲ୍ଲାପାଳଙ୍କର ୧୦୦କିମି ସାଇକେଲ ଯାତ୍ରା । ଆଠଗଡ଼ ଉପ ଜିଲ୍ଲାପାଳ ଅଫିସରୁ ବାହାରି ତିଗିରିଆ ବଡମ୍ବା ନରସିଂହପୁର ଗସ୍ତ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ।

ଏହି ସାଇକେଲ ଯାତ୍ରା ଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟା ଓ ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।  ଆଗସକୁ ବାଲିପୁଟ ସାତ କୋଶିଆ ଇକୋ ଟୁରିଜିମ ବୁଲି ପର୍ଯ୍ୟଟକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କିତ ଆଲୋଚନା କରାଯିବ କହିଛନ୍ତି ଉପ ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL