ଓଡ଼ିଶା

ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର

ପୋଲସରା: ଛିଡ଼ିଲା ମୀନାବଜାରର ଡ୍ରାଗନ ଦୋଳି। ଦୁର୍ଘଟଣାରେ ଚାରିରୁ ଉର୍ଦ୍ଧ୍ବ ଗୁରୁତର।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରେ ଚାଲିଥିବା ନାମଯଜ୍ଞରେ ଅଘଟଣ ।  ଯାତ୍ରାରେ ଲାଗିଥିବା ମୀନାବଜାର ଡ୍ରାଗନ ଟ୍ରେନ ଦୋଳିର ଗୋଟିଏ ବଗି ଛିଣ୍ଡିଯାଇ ୭ଜଣ ଆହତ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ଚାରି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL