ଜାତୀୟ

ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ଆକ୍ରମଣ, ୨୪ ମୃତ

ସୁଦାନ : ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି ।

ଦେଶରେ ଚାଲିଥିବା ଯୁଦ୍ଧ ବେଳେ ବିସ୍ଥାପିତ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ଆକ୍ରମଣ କରାଯାଇଛି । ଗାଡ଼ିରେ ଲୋକଙ୍କ ସହିତ ପିଲା ରହିଥିବା ଜଣାପଡିଛି । ତେବେ ଗତ ୨୦୨୩ରେ ସୁଦାନରେ ଯୁଦ୍ଧ ସ୍ଥିତି ଲାଗିରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL