ଓଡ଼ିଶା

ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି; ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ

ବାସୁଦେବପୁର :ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି କାରଣକୁ ନେଇ ବ୍ଲକ ପରିସରରେ ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ। ଏହି ପ୍ରତିବାଦ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଘଟିଛି। ଲୋକପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦିଆନଯିବ। ତାହା ସହ ଅଧ୍ୟକ୍ଷଙ୍କ ସମେତ ବିଡିଓ ଓ ବ୍ଲକ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ କରୁଥିବାରୁ  ପ୍ରତିବାଦରେ ଆମରଣ ଅନସନରେ ବସିଛନ୍ତି। ଏହି ଅନଶନରେ ମଧ୍ୟ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟାଙ୍କ ସମେତ କେତେକ ସମର୍ଥକ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL