ଓଡ଼ିଶା

ଦିନ ଦିପହରେ ବ୍ୟାଙ୍କରୁ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କା, ମ୍ୟାନେଜର ଗୁରୁତର

ଜଳେଶ୍ୱର : ଦିନ ଦ୍ବିପହରରେ ବ୍ୟାଙ୍କ  ଭିତରେ ପଶି ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଓଡିଶା ଗ୍ରାମ୍ଯ ବ୍ୟାଙ୍କ ଶାଖାରୁ ଲୁଟ ଅଭିଯୋଗ ହୋଇଛି। ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ବ୍ଯାଙ୍କର ମ୍ଯାନେଜର ଏବଂ କର୍ମଚାରୀଙ୍କୁ ମାଡ ମାରି କ୍ଯାସ କାଉଣ୍ଟରରୁ ଟଙ୍କା ଲୁଟ ।  ଗୋଟିଏ ବୋଲେରୋରେ ୮ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ଲୁଟ କରିଥିବା ସୂଚନା । ଗୁରୁତର ଅବସ୍ଥାରେ ବ୍ଯାଙ୍କ ମ୍ଯାନେଜର ବାଲିଆପାଳ ହସପିଟାଲରେ ଭର୍ତ୍ତି କରା ଯାଇଛି । ଘଟଣା ସ୍ଥଳରେ ବାଲିଆପାଳ ପୋଲିସର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL