ଓଡ଼ିଶା

ନାବାଳିକାକୁ ଦୁଷ୍କର୍ମ: ଘର ମାଲିକ ଗିରଫ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା ।  ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ ।  ନିଆଳିର ନରେଶ ମହାନ୍ତିକୁ ଗିରଫ କଲା ମହିଳା ଥାନା ପୋଲିସ ।  ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି ।  ଅଭିଯୁକ୍ତ ଜଣେ ପାନ ଦୋକାନୀ ।  ସେ ତାଙ୍କର କିଛି ଘରକୁ ଭଡ଼ା ଦେଇଥିଲେ ।  ଏନେଇ ପୀଡିତା ଓ ତାଙ୍କ ପରିବାର ସେଠାରେ ରହୁଥିଲେ ।  ଗତ ୪ ତାରିଖରେ ଘର ଲୋକେ କେହି ନଥିବା ବେଳେ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତାଙ୍କ ବାପା ମହିଳା ଥାନାରେ ଅଭିଯୋଗ କରିଥିଲେ ।  ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ସକ୍ଷୀ କେନ୍ଦ୍ରରେ ଡାକ୍ତରୀ ମାଇନା ଯାଞ୍ଚ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL