ଓଡ଼ିଶା

ଖାଦ୍ୟ ପାଇଁ ଗାଁ ମୁହାଁ ଭାଲୁ ପଲ

ଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ସ୍ଥାନୀୟ ପୁରୁଣାବାନ୍ଧଗୋଡା ଗ୍ରାମର ପ୍ରକାଶ ନାୟକଙ୍କ ଘର ଅଗଣାରେ ୫ଟି ଜଙ୍ଗଲି ଭାଲୁ ପଶି ଏଣେତେଣେ ବୁଲୁଥିଲେ । କୁକୁର ଭୋକିବା ଶୁଣି ନିଦରୁ ଉଠି ପଡିଲେ ପରିବାର ଲୋକେ । ଅଗଣାରେ ଭାଲୁପଲକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ହେଲେ କିଛି ସମୟ ବୁଲାବୁଲି ପରେ କାହାର କିଛି କ୍ଷତି ନକରି ଜଙ୍ଗଲମୁହାଁ ହୋଇଛନ୍ତି ଭାଲୁ ପଲ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL